Take a fresh look at your lifestyle.
Browsing Category

ଦେଶ ଦୁନିଆ

consenting sex age: ଏହି ବୟସରୁ ସହମତିରେ ରଖିପାରିବେ ଶାରିରୀକ ସମ୍ପର୍କ, ଲାଗିବନି ଏହି ସବୁ ଧାରା

ସ୍ୱାଧୀନତା ପରେ ଅର୍ଥା ୧୯୪୭ରୁ ୨୦୧୨ ପର୍ଯ୍ୟନ୍ତ ସହମତିରେ ଶାରିରୀକ ସମ୍ପର୍କ ପାଇଁ ବୟସ ସୀମା ୧୬ ରହିଥିଲା। ୨୦୧୨ ମସିହାରେ ପୋକ୍ସ ଆଇନରେ ପରିବର୍ତ୍ତନ ହେବା ସହିତ ଏହା ୧୮ ବର୍ଷକୁ ବଢାଇ ଦିଆଯାଇଥିଲା।

Himachal Pradesh New CM: କିଏ ଏହି ସୁଖବିନ୍ଦର ସିଂହ ସୁକ୍ଖୁ, ଯାହାଙ୍କ ମୁଣ୍ଡ ହାତୀ ଢାଳିଛି ସୁନା କଳସ

Sukhvinder Singh Sukhu New CM: ସୁଖବିନ୍ଦର ସିଂହ ସୁଖୁ ପ୍ରଥମ ବର୍ଷରେ ନିଜେ ସଞ୍ଜୌଲି କଲେଜରେ ପ୍ରତିନିଧି ତଥା ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ସଞ୍ଜୁଲିର ସେଣ୍ଟର ଅଫ୍ ଏକ୍ସଲେନ୍ସ ସରକାରୀ କଲେଜରେ ଷ୍ଟୁଡେଣ୍ଟ ସେଣ୍ଟ୍ରାଲ…

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

Delhi University Student Dies:ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ଦିଲ୍ଲୀ ବିଶ୍ୱବିଦ୍ୟାଳୟର (Delhi University) ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଏହା ସହିତ ମୃତକଙ୍କ ସହିତ ଥିବା ଅନ୍ୟ ୪ ଜଣ ବନ୍ଧୁ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ…

Chanakya Niti: ଜାଣନ୍ତି କି ନିଜ ସ୍ତ୍ରୀ ଅପେକ୍ଷା ଅନ୍ୟ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୋଇଥାନ୍ତି ପୁରୁଷମାନେ

Chanakya Niti: ଦାମ୍ପତ୍ୟ ଜୀବନରେ ସୁଖ ପାଇଁ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ଏବଂ ବୁଝାମଣାରେ ପରିପୂର୍ଣ୍ଣ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିବାହିତ ଜୀବନ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଲେଖିଯାଇଛନ୍ତି। କେଉଁ ପଥରେ ଜୀବନ…

୧୭ କୋଟିର ସିଗାରେଟ ଜବତ, ସରକାରୀ ଅଧିକାରୀଙ୍କ ମୁଣ୍ଡ ଗୋଲ

ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ଏହି ମୁନ୍ଦ୍ରା ବନ୍ଦରରୁ ୪୮ କୋଟି ଟଙ୍କାର ବିଦେଶୀ ସିଗାରେଟକୁ ଜବତ କରିଥିଲା DRI। ସମାନ ଢଙ୍ଗରୁ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ଡିଆରଆଇ ବନ୍ଦର ଉପରେ ଚଢାଉ କରିଥିଲା। ତେବେ ଏହି ସିଗାରେଟ ଗୁଡ଼ିକ ମୁନ୍ଦ୍ରା ବନ୍ଦର ଦେଇ ଦେଶରେ ଚୋରା ଚାଲାଣ କରାଯିବାକୁ…

କଂଗ୍ରେସର ମୂଳଦୁଆ ଦୃଢ ପାଇଁ ଏମିତି ଯୋଜନା କରିଛନ୍ତି ଥରୁର

ଦେଶରେ ବେରୋଜଗାରୀ ଚରମସୀମାରେ ପହଞ୍ଚିଛି। ଆପଣ ଦରଦାମ ବୃଦ୍ଧି ବାବଦରେ ଜାଣିଛନ୍ତି। ଯେତେବେଳେ ଆମେ ବଜାରକୁ ଯାଉ, ଆମେ ଜାଣୁ ଯେ ଖର୍ଚ୍ଚ କିପରି ବଢୁଛି। ଦେଶରେ ଘୃଣାଭାବ ବ୍ୟାପିବାରୁ ଲୋକେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। କାରଣ ଆମ ଦେଶରେ ଏକାଠି ଜୀବନଯାପନ କରିବାର ପଦ୍ଧତି ରହିଛି।…

ସଲମାନଙ୍କୁ ହତ୍ୟା ପାଇଁ ନାବାଳକ ଆତଙ୍କୀକୁ ସୁପାରୀ

ମୋହାଲୀ ସ୍ଥିତ ପଞ୍ଜାବ ପୁଲିସ ହେଡକ୍ୱାର୍ଟର ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଆତଙ୍କୀ ରହିଥିବା ନେଇ ସୂଚନା ରହିଥିଲା। ଏହି ନାବାଳକ ଜଣକ ସଲମାନଙ୍କୁ ମାରିବା ପାଇଁ ସୁପାରୀ ଆଉ ଦାୟିତ୍ୱ ଦିଆଯାଇଥିବା…

OLA Auto: ବନ୍ଦ ହୋଇଗଲା ଓଲା ଅଟୋ ସେବା

ବେଙ୍ଗାଲୁରୁରେ ନିୟମ ଅନୁଯାୟୀ ରାପିଡ଼ୋ ତାର ସେବା ଜାରି ରଖିବ। ଯଦି ବି କୌଣସି ମିଥ୍ୟା ଖବର ଗୁଜବ ହୋଇଛି ତାହା ନିଶ୍ଚିତ ପକ୍ଷେ ଅମାନବୀୟ ତଥା ବିରକ୍ତିକର ଘଟଣା ବୋଲି ରାପିଡୋ ପକ୍ଷରୁ କୁହାଯାଇଛି।

Rajsthan Politics: ଗେହଲୋଟଙ୍କ ଷଡ଼ଯନ୍ତ୍ରରୁ କେମିତି ମୁକୁଳିବା ସୋନିଆ

୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଂଗ୍ରେସକୁ ନିରାଶ ହେବାରେ ଲାଗିଛି। ୨୦୧୮ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ନିର୍ବାଚନ ଫଳାଫଳ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି କରିଥିଲା। ଏହା ବ୍ୟତୀତ କଂଗ୍ରେସକୁ ଅନ୍ୟ କୌଣସି ରାଜ୍ୟରୁ ସେଭଳି ସଫଳତା ମିଳିନଥିବା ଦେଖିବାକୁ ମିଳିଛି।…

ଆପକୁ ବଡ଼ ଝଟକା

ଦିଲ୍ଲୀ ସରକାରଙ୍କ ମଦ ନୀତି ସମେତ ଅନେକ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ସମାଲୋଚନା କରିଥିଲା। ଦିଲ୍ଲୀର ଅନେକ ନେତା ଏଲଜି ଭି.କେ ସାକ୍ସେନାଙ୍କୁ ୧୪୦୦ କୋଟି ଟଙ୍କା ଠକେଇ ଅଭିଯୋଗ କରିଛନ୍ତି।