Take a fresh look at your lifestyle.
Browsing Category

ରାଜ୍ୟ

Israel Gaza War: ଗାଜାରେ ଶରଣାର୍ଥୀ ସଂକଟ, ଖାନ ୟୁନିସରେ ପହଞ୍ଚିଲେ ୧୦ ଲକ୍ଷ ଲୋକ

Israel Gaza War: ନୂଆଦିଲ୍ଲୀ: ଯୁଦ୍ଧର ଘନଘଟା ମଧ୍ୟରେ ଗାଜାର ଖାନ ୟୁନିସ ନାମକ ଅଞ୍ଚଳରେ ଏବେ ଶରଣାର୍ଥୀମାନେ ପହଞ୍ଚିବାରେ ଲାଗିଛନ୍ତି। ଉତ୍ତର ଗାଜାରୁ ଜୀବନ ବଞ୍ଚାଇ ଖାନ ୟୁନିସକୁ ଚାଲି ଆସୁଛନ୍ତି ଗାଜାବାସୀ। ଯାହାକିଛି ଘର ସାମଗ୍ରୀ ପାଇଲେ ଉଠାଇ ପାଦରେ ଚାଲି ଚାଲି ଶହ ଶହ କିଲୋମିଟର…

Odisha News: ଓଡ଼ିଶାରେ ମୁଣ୍ଡ ବିନ୍ଧାଇଲାଣି ବେକାରୀ ସମସ୍ୟା, ନିର୍ବାଚନରେ ପାଲଟିବ କି ମୁଦ୍ଦା

କୋଭିଡ୍‍ ପରିସ୍ଥିତି ସମୟରେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଯେମିତି ଆନ୍ତର୍ଜାତିକ ସ୍ତରରେ ଆମ ମୁଣ୍ଡ ନୁଆଁଇ ଦେଇଥିଲା, ତାହାକୁ ସମାଧାନ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ଭିତରେ ପ୍ରମୁଖ ହେଉଛି ଇ- ଶ୍ରମ ପୋର୍ଟାଲ୍‍। ଦେଶର ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ…

ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, ମୁହଁ ପୋଛିଦେଲେ ପୁରୀ ମାଉସୀ

୫ଟି ସଚୀବଙ୍କ ସମେତ କାଳୀ ମାଡର ଶିକାର ହୋଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା (puri collector samarth verma)। ଜିଲ୍ଲାପାଳଙ୍କ ମୁହଁ ସମେତ ଡ୍ରେସରେ କାଳୀ ଦାଗର ଛିଟା ଲାଗିଥିବା ଦେଖିବାକୁ ମିଳିଛି ।

ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟର ବନ୍ଦିତା ପାଲଙ୍କ ବିରୋଧ

ବୋର୍ଡ ଭଙ୍ଗାକୁ ନେଇ ସେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ଓ୍ୱାର୍ଡର ୨୦ରୁ ଅଧିକ ବାସିନ୍ଦା ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଥିଲେ। ସେପଟେ କର୍ପୋରେଟର…

ନବରଙ୍ଗପୁର ଜିଲ୍ଲାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ନକଟିଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେଦ୍ର ସଂଯୋଜକ ଜେମସ ବେନ୍ୟା ତାଙ୍କର ଶିକ୍ଷକ ବନ୍ଧୁ ଓ ପିରାମଲ ଫାଉଣ୍ଡେସନ ର ଶୁଭସ୍ମିତା ସୂତ୍ରଧର ଙ୍କ ସହ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ।…

Accident: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି। ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇ କୁ ଏହା 383 କୁ ଖସି ଆସିଛି।

Tejeswar Parida: ପଦ୍ମ ପୋଖରୀରେ ତେଜେଶ୍ୱରଙ୍କ ଲମ୍ଫ

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ରେ ବୁନିୟାଦୀ ଶିକ୍ଷା ଅଭିଯାନ ଏବଂ ୟୁଥ ଫର ନବରଙ୍ଗପୁର କାର୍ଯ୍ୟକ୍ରମ ର ଶୁଭାରମ୍ଭ

ନବରଙ୍ଗପୁର ଜିଲ୍ଲା DPRS ସଭାଗୃହ ରେ ଅଦ୍ୟ ତା06.09.2022 ରିଖ ବୁନିୟାଦୀ ଶିକ୍ଷା ଅଭିଯାନ ଓ Youth for ନବରଙ୍ଗପୁର ଅଭିଯାନ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ସମେତ PD-DRDA ଶ୍ରୀ…

ସଂଘର୍ଷ ଆଉ ଗରିବୀ ହିଁ ମଣିଷକୁ ଆଗକୁ ବଢିବାର ପ୍ରେରଣା ଦିଏ: ଇତି ସାମନ୍ତ

ଓଡ଼ିଶାର ସାହିତ୍ୱ ଓ କଳା ଜଗତରେ ଏକ ଜଣାଶୁଣା ନାଁ। ସମ୍ପାଦନା ଓ ସାହିତ୍ୟ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ସେ। ନିଜ ଗାଁ ମାଟିକୁ ଭରପୁର ଭଲ ପାଆନ୍ତି ଇତି। ଏହା ତାଙ୍କର କଲମ ଚାଳନାରୁ ବେଶ ବାରି ହୋଇ ପଡ଼େ। ଓଡିଶାର କଟକ ଜିଲ୍ଲାର କଲରାବାଙ୍କର ଝିଅ ଇତି ସାମନ୍ତ। ଅତ୍ୟଧିକ…