Take a fresh look at your lifestyle.
Daily Archives

November 6, 2021

ବିହାରରେ ବିଷାକ୍ତ ମଦର ବନ୍ୟା, ୨ ଯବାନଙ୍କ ସହ ୪ ମୃତ

ପାଟନା: ବିହାରରେ ଯେବେଠାରୁ ମଦ ବନ୍ଦ ହୋଇଛି, ସେବେଠାରୁ ମଦର ଚୋରା ବିକ୍ରି ବୃଦ୍ଧି ପାଇଛି। ଏହାର ଫାଇଦା ନେଇ ମଦ ମାଫିଆ ମଧ୍ୟ ବିଷାକ୍ତ ମଦ ବ୍ୟବସାୟ ବୃଦ୍ଧି କରିଛି। ଏହି ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ୨ ଜଣ ଯବାନଙ୍କ ମୃତ୍ୟୁ…

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରୁ ହଟିଲେ ଓ୍ଵାଙ୍ଖଡେ। ମାମଲାର ଖୋଳତାଡ଼ କରିବେ ଏହି ଓଡ଼ିଆ ଅଫିସର…

ମୁମ୍ବାଇ:ଆର୍ଯ୍ୟନ ଖାନ ଡ୍ରଗ୍‌ସ ଅନ୍‌ କ୍ରୁଜ୍‌ କେସ୍‌ରୁ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ କରିବ ଦିଲ୍ଲୀର ଏସ୍‌ଆଇଟି ଟିମ। ଆଉ ଏହି ଏସଆଇଟିର ନେତୃତ୍ବ ନେବେ ୧୯୯୬ ଓଡ଼ିଶା କ୍ୟାଡ଼ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୟ ସିଂହ। ଏନେଇ ଏହା…