Take a fresh look at your lifestyle.
Browsing Category

ଅପରାଧ

ମହଙ୍ଗା ପଡ଼ିଲା କଂଗ୍ରେସ ଭବନରେ ପଶି ମାଡ଼ ମାରିବା, ବଦଳିଲେ ଏସିପି

ଭୁବନେଶ୍ବର: କମିଶନରେଟ ପୁଲିସ ଆଜି ଜୋନ-୩ ଏସିପି ଭରତ ସାହୁଙ୍କ ବଦଳି କରିଛନ୍ତି। କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କର ବଦଳି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଭରତଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ…

Mamita Mehera Case: ଆଖୁବାଡ଼ିରେ ଲୁଚିଥିଲା ଗୋବିନ୍ଦ, ମାଡ଼ି ବସିଲା ପୁଲିସ

Mamita Mehera Case: କଳାହାଣ୍ଡି: କଳାହାଣ୍ଡି ପୋଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ। ଗୋବିନ୍ଦକୁ ବୁଢିପଦର ଅଞ୍ଚଳରୁ ଗିରଫ କରିଛି ପୋଲିସ। ମଙ୍ଗଳବାର ସନ୍ଧ୍ୟାରେ ବୁଢିପଦର ଅଞ୍ଚଳର ଏକ ଆଖୁବାଡ଼ିରେ ଲୁଚିଥିବା ଅବସ୍ଥାରେ ତାକୁ ଗିରଫ କରିଛି ପୁଲିସ।…

Crime Breaking: ରାଜଧାନୀରୁ କଟା ହାତ ଗୋଡ଼ ଜବତ, ଛାନଭିନ ଆରମ୍ଭ

Crime: ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧଜନୀତ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ବ୍ୟସ୍ତବହୁଳ ଖାରବେଳ ନଗର…

Rourkela Crime: ଗୋରେ ହତ୍ୟାକାଣ୍ଡ ମାମଲାରେ ଆଉ ଜଣେ ଗିରଫ

Rourkela crime: ରାଉରକେଲା: ସ୍ଥାନୀୟ ରେଳବାଇ କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଜିତେନ୍ଦ୍ର କୁମାର ଶାହ ଓରଫ ଗୋରେ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଜି ଆଉ ଜଣେ ଅଭଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହମ୍ମଦ ସାହବାଜ ଓରଫ ଫୁକୁନି ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ…

Jamtara lootera: ଜାମତରାର ୩ ଲୁଟେରା ଗିରଫ

Jamatara lootera: କଳାହାଣ୍ଡି: ଝାଡଖଣ୍ଡର ଜାମତାର ଜିଲ୍ଲାର ୩ ଜାମତରା ଲୁଟେରାଙ୍କୁ ଗିରଫ କରିଛି । ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ ଲୋକମାନଙ୍କୁ ଲୁଟୁଥିବା ନେଇ କଳାହାଣ୍ଡି ପୁଲିସ ସୂଚନା ଦେଇଛି। ତେବେ ଏମାନେ ସମଗ୍ର ଦେଶରୁ ଲୋକମାନଙ୍କୁ ଲୁଟୁଥିବା କଳାହାଣ୍ଡ ବୋଲି ସୋସିଆଲ…

ଜାଗମରାରେ ଫୁଟିଲା ଗୁଳି, କାରଣ ଜାଣିଲେ ଆପଣ ବି …

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ବି ହତ୍ୟାକାଣ୍ଡକୁ ସଫଳ ରୂପାୟନ ଦେଉଛନ୍ତି ଅପରାଧୀମାନେ । କମିଶନରେଟ ପୁଲିସ ମଧ୍ୟ ସେମାନଙ୍କୁ ଖୋଜି ଖୋଜି ହାଜତ ଭିତରେ ପୁରାଉଛନ୍ତି । ତେବେ ଆଜି ରାଜଧାନୀର ଛାତି ଉପରେ ଆଉ ଏକ ଘଟଣା ଘଟିଛି,…

ମାନବବାଦ ସଂଗଠନର ମୁଖିଆ ମାନସ ଗିରଫ

ଭୁବନେଶ୍ବର: ମାନବବାଦ ସଂଗଠନର (Manababad Sangathan) ମୁଖ୍ୟ ତଥା ଓକିଲ ମାନବ ଦାସ (Manas Das) ଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସହିଦନଗରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଥିବା ସୂଚନା ରହିଛି । ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ପୁଲିସ ମାନସକୁ ଗିରଫ କରିଥିବା…