Take a fresh look at your lifestyle.
Browsing Category

ରାଜନୀତି

Himachal Pradesh New CM: କିଏ ଏହି ସୁଖବିନ୍ଦର ସିଂହ ସୁକ୍ଖୁ, ଯାହାଙ୍କ ମୁଣ୍ଡ ହାତୀ ଢାଳିଛି ସୁନା କଳସ

Sukhvinder Singh Sukhu New CM: ସୁଖବିନ୍ଦର ସିଂହ ସୁଖୁ ପ୍ରଥମ ବର୍ଷରେ ନିଜେ ସଞ୍ଜୌଲି କଲେଜରେ ପ୍ରତିନିଧି ତଥା ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ସଞ୍ଜୁଲିର ସେଣ୍ଟର ଅଫ୍ ଏକ୍ସଲେନ୍ସ ସରକାରୀ କଲେଜରେ ଷ୍ଟୁଡେଣ୍ଟ ସେଣ୍ଟ୍ରାଲ…

କଂଗ୍ରେସର ମୂଳଦୁଆ ଦୃଢ ପାଇଁ ଏମିତି ଯୋଜନା କରିଛନ୍ତି ଥରୁର

ଦେଶରେ ବେରୋଜଗାରୀ ଚରମସୀମାରେ ପହଞ୍ଚିଛି। ଆପଣ ଦରଦାମ ବୃଦ୍ଧି ବାବଦରେ ଜାଣିଛନ୍ତି। ଯେତେବେଳେ ଆମେ ବଜାରକୁ ଯାଉ, ଆମେ ଜାଣୁ ଯେ ଖର୍ଚ୍ଚ କିପରି ବଢୁଛି। ଦେଶରେ ଘୃଣାଭାବ ବ୍ୟାପିବାରୁ ଲୋକେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। କାରଣ ଆମ ଦେଶରେ ଏକାଠି ଜୀବନଯାପନ କରିବାର ପଦ୍ଧତି ରହିଛି।…

Rajsthan Politics: ଗେହଲୋଟଙ୍କ ଷଡ଼ଯନ୍ତ୍ରରୁ କେମିତି ମୁକୁଳିବା ସୋନିଆ

୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଂଗ୍ରେସକୁ ନିରାଶ ହେବାରେ ଲାଗିଛି। ୨୦୧୮ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ନିର୍ବାଚନ ଫଳାଫଳ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି କରିଥିଲା। ଏହା ବ୍ୟତୀତ କଂଗ୍ରେସକୁ ଅନ୍ୟ କୌଣସି ରାଜ୍ୟରୁ ସେଭଳି ସଫଳତା ମିଳିନଥିବା ଦେଖିବାକୁ ମିଳିଛି।…

ଆପକୁ ବଡ଼ ଝଟକା

ଦିଲ୍ଲୀ ସରକାରଙ୍କ ମଦ ନୀତି ସମେତ ଅନେକ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ସମାଲୋଚନା କରିଥିଲା। ଦିଲ୍ଲୀର ଅନେକ ନେତା ଏଲଜି ଭି.କେ ସାକ୍ସେନାଙ୍କୁ ୧୪୦୦ କୋଟି ଟଙ୍କା ଠକେଇ ଅଭିଯୋଗ କରିଛନ୍ତି।

ବିଜେପିରେ ସାମିଲ ହେଲେ ଭେଟେରାନ, ପଞ୍ଜାବ କଂଗ୍ରେସକୁ ଶକ୍ତ ଝଟକା

ଚଣ୍ଡିଗଡ଼: ନୂଆ ବର୍ଷରେ ପଞ୍ଜାବରେ ବିଧାନସଭା ନିର୍ବାଚନ ପ୍ରସ୍ତାବ ଦିଆଯାଇଛି। ଏହାପୂର୍ବରୁ ବିଜେପି ପଞ୍ଜାବରେ ନିଜର ଆଧାରକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏହି ଧାରାବାହିକରେ ମଙ୍ଗଳବାର ଦିନ ପଞ୍ଜାବ ରାଜନୀତିରେ ବିଜେପି ଏକ ବଡ ଧକ୍କା ଦେଇଛି। ଦୁଇ ବିଧାୟକ, ପୂର୍ବତନ ବିଧାୟକ ତଥା…

ପାକିସ୍ତାନ ଗଲେ ତାଲିବାନର ବୈଦେଶିକ ମନ୍ତ୍ରୀ, ସ୍ଥିତିକୁ ନେଇ ଭାରତରେ ଆଲୋଚନା

କାବୁଲ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ସରକାରର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସରକାରଙ୍କ ମଧ୍ୟବର୍ତ୍ତୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ବୁଧବାର ପାକିସ୍ତାନରେ ପହଞ୍ଚିଛନ୍ତି। ଆମୀର…

kanhaiya kumar joins congress:କଂଗ୍ରେସରେ ସାମିଲ ହେଲେ କହ୍ନୈୟା

kanhaiya kumar joins congress: ନୂଆଦିଲ୍ଲୀ: ବହୁ ଆଲୋଚନା ପରେ ଆଜି ସିପିଆଇ ନେତା କହ୍ନୈୟା କୁମାର ଓ ଗୁଜୁରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେଓ୍ୱାଣୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି ଅପରାହ୍ଣରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ କହ୍ନୈୟା କୁମାର ଓ ଜିଗ୍ନେଶ ମେଓ୍ୱାଣୀ…

Westbengal bypoll:ଭବାନୀପୁରରେ ବିଜେପି ଉପାଧ୍ୟକ୍ଷଙ୍କୁ ଆକ୍ରମଣ

Westbengal bypoll: କୋଲକାତା: ଆଗକୁ କୋଲକାତାର ଉପନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡିଛି। ତେବେ ଏହି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି। ଭବାନୀପୁରରେ ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟ ବିଜେପି ଉପାଧ୍ୟକ୍ଷ ଦିଲୀପ…

Punjab New Chief Minister: ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ !

Punjab New Chief Minister: ଚଣ୍ଡିଗଡ଼: ପଞ୍ଜାବରେ (Punjab) ରାଜନୈତିକ ଅସ୍ଥିରତା (Political Crisis) ମଧ୍ୟରେ କଂଗ୍ରେସ (Congress) ତାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବିଧାୟକ ଦଳ ନେତା ଦୌଡ଼ରେ ସୁଖଜିନ୍ଦର ସିଂହଙ୍କ…

Babul Supriyo Joins TMC:ତୃଣମୂଳ କଂଗ୍ରେସରେ ମିଶିଲେ ବାବୁଲ ସୁପ୍ରିୟୋ

Babul Supriyo Joins TMC: ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ (Babul Supriyo) ଆଜି ତୃଣମୂଳ କଂଗ୍ରେସରେ (TMC) ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃଣମୂଳରେ ସାମିଲ ହୋଇ ସମସ୍ତଙ୍କୁ…