Take a fresh look at your lifestyle.

ତାତିଲା କଂଗ୍ରେସ: ସିବିଆଇ ତଦନ୍ତ ଦାବି କରି ଦାବିପତ୍ର

0 839

Get real time updates directly on you device, subscribe now.

ଭୁବନେଶ୍ବର: ମମିତା ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ । ଏହି ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ସିବିଆଇ ତଦନ୍ତ ଦାବି କହି ଡିଜି କ୍ୟାମ୍ପ ଅଫିସ ଘେରିଛନ୍ତି ଶତାଧିକ ଛାତ୍ର କଂଗ୍ରେସ। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହିତ ୟାସିର ନଓ୍ୱାଜଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଘେରାଉରେ ସାମିଲ ହୋଇଥିଲେ। ଅଭିଯୋଗ କରିଥିଲେ କି ରାଜ୍ୟ ସରକାର ମାମଲାରେ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏଥିରେ ପୋଲିସର ବରିଷ୍ଠ ଅଧିକାରୀ ତଥା ଡିଜିଙ୍କ ଭୂମିକା ଥିବା କଂଗ୍ରେସ କହିଛି। ମାମଲାର ସିବିଆଇ ତଦନ୍ତ ଦାବି କରିବା ନେଇ କଂଗ୍ରେସ ପକ୍ଷରୁ କମିଶନରେଟ ପୋଲିସର କମିଶନରଙ୍କୁ ଦାବି ପତ୍ର ଦେଇଛନ୍ତି।

ଦେଖନ୍ତୁ ଭିଡ଼ିଓ: ତାତିଲା କଂଗ୍ରେସ

Get real time updates directly on you device, subscribe now.

Leave A Reply

Your email address will not be published.