Take a fresh look at your lifestyle.
Browsing Category

ରାଜନୀତି

Tejeswar Parida: ପଦ୍ମ ପୋଖରୀରେ ତେଜେଶ୍ୱରଙ୍କ ଲମ୍ଫ

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି।

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ…

ମହଙ୍ଗା ପଡ଼ିଲା କଂଗ୍ରେସ ଭବନରେ ପଶି ମାଡ଼ ମାରିବା, ବଦଳିଲେ ଏସିପି

ଭୁବନେଶ୍ବର: କମିଶନରେଟ ପୁଲିସ ଆଜି ଜୋନ-୩ ଏସିପି ଭରତ ସାହୁଙ୍କ ବଦଳି କରିଛନ୍ତି। କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କର ବଦଳି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଭରତଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ…

ଲୋକସେବା ଭବନରେ ବଣଭୋଜି ଡିଲ !

ଭୁବନେଶ୍ବର: ଗତ କିଛି ଦିନ ଧରି କୋରାପୁଟରେ ଆନ୍ଧ୍ର ପ୍ରଶାସନର ବଣଭୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଜୋର ଧରିବା ମଧ୍ୟ ସ୍ବାଭାବିକ। କୋରାପୁଟ ଅଞ୍ଚଳରେ ଯେଉଁଭଳି ଭାବରେ ଓ ଯେଉଁ ସମୟରେ ଆନ୍ଧ୍ର ପ୍ରଶାସନର ବଣଭୋଜି କାର୍ଯ୍ୟକ୍ରମ ହୋଇଥିଲା ଚର୍ଚ୍ଚା ହେବା ସ୍ବାଭାବିକ ଘଟଣା । ତେବେ…

ତାତିଲା କଂଗ୍ରେସ: ସିବିଆଇ ତଦନ୍ତ ଦାବି କରି ଦାବିପତ୍ର

ଭୁବନେଶ୍ବର: ମମିତା ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ । ଏହି ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ସିବିଆଇ ତଦନ୍ତ ଦାବି କହି ଡିଜି କ୍ୟାମ୍ପ ଅଫିସ ଘେରିଛନ୍ତି ଶତାଧିକ ଛାତ୍ର କଂଗ୍ରେସ। ଜଟଣୀ ବିଧାୟକ ସୁର…

Navneet Arrest: ଏନଏସୟୁଆଇ ଝାରସୁଗୁଡ଼ା ସଭାପତି ନବନୀତ ଗିରଫ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା ବେଳେ…

Navneet Arrest: ଝାରସୁଗୁଡ଼ା: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଅନ୍ୟ ମନ୍ତ୍ରୀଙ୍କୁ ବିରୋଧ କରି ଏନଏସୟୁଆଇର ଝାରସୁଗୁଡ଼ା ସଭାପତି ନବନୀତ କୌର ଗିରଫ । ଆଜି ଝାରସୁଗୁଡ଼ାରେ ବିଏସକେଓ୍ୱାଇ କାର୍ଡ ବାଣ୍ଟିବାକୁ ଯାଉଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ ନବନୀତ ଓ ତାଙ୍କର…

Breaking: Sanjib Sahoo Resigned ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଅନୁଗୁଳ:ଆଠମଲ୍ଲିକ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ କୁମାର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ। ସେ ତାଙ୍କ ଇସ୍ତଫା ପତ୍ର ଇ ମେଲ ଏବଂ ଡାକ ଯୋଗେ ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ସଂଜୀବ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ…

Angul Bjp Protest: ଅନୁଗୋଳ ଥାନା ଘେରିଲା ଜିଲା ବିଜେପି ମହିଳା

ଅନୁଗୋଳ: ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁଲତା ସାହୁଙ୍କୁ ବିଜୁ ଯୁବ ଜନତା ଦଳର ଗୁଣ୍ଡାଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣ ବିରୋଧରେ ଆଜି ଅନୁଗୁଳ ଥାନା ଘେରାଉ କରିଛି ବିଜେପି। ମଞ୍ଜୁଲତାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିବା ବିଜେଡି କର୍ମୀ ଅବିନାଶ ପରିଡାଙ୍କୁ ଗିରଫ ସହ , ରାଲିରେ ଯୋଗ…

Mamita Meher Murder case: ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଏସପି କାର୍ଯ୍ୟାଳୟ ଘେରାଉ, ଦେଖନ୍ତୁ ଭିଡ଼ିଓ

Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଅନୁଗୋଳ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ…