Take a fresh look at your lifestyle.
Browsing Tag

News in Odia

ନାଲକୋରେ କୋଇଲା ସଙ୍କଟ ଗୁରୁତର !

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଷ୍ଟ୍ରାୟତ ଉଦ୍ୟୋଗ ନବରତ୍ନ ପ୍ରାପ୍ତ ଆଲୁମିନିୟମ କମ୍ପାନୀ ନାଲକୋ ବର୍ତମାନ ଗଭୀର କୋଇଲା ସଙ୍କଟ ଦେଇ ଗତି କରୁଥିବା ନେଇ ସ୍ଥାନୀୟ ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ଓ ଏନେଇ ନାଲକୋ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ । ତେବେ ବିଭିନ୍ନ ପ୍ରତିଷ୍ଠିତ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂ COVID ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟ ଆନୁକୁଲ୍ୟରେ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଡାଃ ରାଉତରାୟ ଜିଲ୍ଲାରେ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ରାଜ୍ୟ

କୋଲକାତା: ଦେଶରେ ଓମିକ୍ରନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ରାଜ୍ୟର ଗୃହ ସଚିବ ବିପି ଗୌପାଳିକାଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସୂଚନାରେ କୁହାଯାଇଛି କି ଆସନ୍ତା ୩ ତାରିଖରୁ ବ୍ରିଟେନରୁ ଆସୁଥିବା…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ…

28 NovemberToday Horoscope : ଏହି ରାଶିଗୁଡ଼କ ପାଇଁ ଦିନଟି ଭଲ ରହିବ

28 NovemberToday Horoscope : ମେଷ: ମନ ଭାବପ୍ରବଣ ରହିବ। ଶାସନ-ସତ୍ତା, ସନ୍ତାନ ଏବଂ ପ୍ରେମ ଦିଗ ଭଲରେ ଚାଲିନାହିଁ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ଏବଂ ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଲାଲ୍ ବସ୍ତୁକୁ ପାଖରେ ରଖନ୍ତୁ। ବୃଷ: ମୋଟାମୋଟି ସ୍ଥିତି…

Numerology Prediction 27 November : ଏହି ତାରିଖରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ଶୁଭ ଖବର

Numerology Prediction 27 November : ଜ୍ୟୋତିଷ ଶାସ୍ତ୍ର ପରି, ସଂଖ୍ୟା ବିଜ୍ଞାନ ମଧ୍ୟ ବ୍ୟକ୍ତିର ଭବିଷ୍ୟତ, ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଜାଣିବାରେ ସାହାଯ୍ୟ କରେ। ଯେପରି ପ୍ରତ୍ୟେକ ନାମ ଅନୁଯାୟୀ ଏକ ରାଶି ଅଛି, ସମାନ ଭାବରେ ପ୍ରତ୍ୟେକ ସଂଖ୍ୟା ଅନୁଯାୟୀ, ଜ୍ୟୋତିଶ ଶାସ୍ତ୍ରରେ…

Pakistani police: ପାକିସ୍ତାନରେ ପିଲା ନିଲାମ କରୁଛନ୍ତି ପୁଲିସ ସିପାହୀ !

Pakistani police ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବ ଏକ ଅଜବ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭାଇରାଲ ଭିଡ଼ିଓରେ ଜଣେ ଯୁବକ, ଯିଏ ଏକ ପୁଲିସ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି ନିଜର ପିଲାଙ୍କୁ ଖୋଲା ବଜାରରେ ନିଲାମ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଯୁବକ…

କୋଟିଆ କଳିର ଅନ୍ତ କେବେ ?

କୋରାପୁଟ: ବଣ ପାହାଡ଼ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା। ସତେ ଯେପରି ପ୍ରକୃତି ରାଣୀ ଏହିଠାରେ ହିଁ ନିଜର ଘର କରିନେଇଛି। ତେବେ ଏହି ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା ଏବେ କିନ୍ତୁ ଚର୍ଚ୍ଚାରେ ରହି ଆସୁଛି, ତାହା ପୁଣି ପଡ଼ୋଶୀ ଆନ୍ଧ୍ରର କାର୍ଯ୍ୟକଳାପ…

Farmer Protest: ବର୍ଷକର କ୍ଷତି ଭରିବ କିଏ ?

ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହିତ ଗୁରୁ ନାନକ ଜୟନ୍ତୀ ମଧ୍ୟ । ତେବେ ଆଜି ଭଳି ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। କେଉଁ ପ୍ରସଙ୍ଗରେ ମୋଦି ଏହା କରିଛନ୍ତି, ସେ ନେଇ କୌଣସି…

ତିନୋଟି କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ସମ୍ବୋଧିତ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୁଦ୍ଧରେ ସାରା ଦେଶରେ କୃଷକମାନେ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ…