Take a fresh look at your lifestyle.

Congress Protest: ଅନୁଗୁଳରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

0 649

Get real time updates directly on you device, subscribe now.

ଅନୁଗୁଳ: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣା ରେ ସମ୍ପୃକ୍ତ ଥିବା ଦର୍ଶାଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରିମଣ୍ଡଳ ରୁ ବହିଷ୍କାର ଦାବି ରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରାଯାଇଛି । ଏହାପୂର୍ବରୁ ବିଭିନ୍ନ ସ୍ଲୋଗାନ ଦେଇ କଂଗ୍ରେସ କାର୍ଯ୍ୟକର୍ତା ମାନେ ସଙ୍କର ସିନେମା ରୋଡ଼ ସ୍ଥିତ କଂଗ୍ରେସ ଭବନ ରୁ ସ୍ଲୋଗାନ ଦେଇ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପହଞ୍ଚିଥିଲେ ।

Also Read:  ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିକାଶ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ମୃଦଳା ଠାକୁର ପ୍ରଧାନ
ସେଠାରେ ପହଂଚିବା ପରେ କଂଗ୍ରେସ କାର୍ଯ୍ୟକର୍ତା ମାନେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଜିଲା କଂଗ୍ରେସ ର କାର୍ଯ୍ୟକର୍ତା ଙ୍କ ସମେତ ଛାତ୍ର , ଯୁବ ଓ ମହିଳା କଂଗ୍ରେସ ର ଅନେକ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟି କୋଣରୁ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.