Take a fresh look at your lifestyle.
Browsing Tag

Angul News

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ…

ଅନୁଗୋଳରେ ପ୍ରେସ ଦିବସ ପାଳିତ, ସାମ୍ବାଦିକ ସୁଧିରେନ୍ଦ୍ର ପରିଜା ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ ଦିବସ ପାଳିତ । ଅନୁଗୁଳ ଜିଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଗୁଳ ସହର ର ଦୁର୍ଗା ମଣ୍ଡପ ପଡିଆ ପରିସରରେ ଥିବା ଜୟ ଦୁର୍ଗା ୟୁଥ କ୍ଳବ ଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ…

Congress Protest: ଅନୁଗୁଳରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଅନୁଗୁଳ: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣା ରେ ସମ୍ପୃକ୍ତ ଥିବା ଦର୍ଶାଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରିମଣ୍ଡଳ ରୁ ବହିଷ୍କାର ଦାବି ରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରାଯାଇଛି । ଏହାପୂର୍ବରୁ…

ଅନୁଗୋଳରେ ହେବ ଏମଏସଏମଇ ପାର୍କ: ଅସିତ ତ୍ରିପାଠୀ

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ। ଏହି ଆଲୋଚନା ପରେ ଏକ…

ଜିଲା ଶିକ୍ଷା ବିଭାଗର ପ୍ରତାରଣା ଅଭିଯୋଗ, କାହାକୁ କଲେ ପ୍ରତାରଣା ଦେଖନ୍ତୁ ଭିଡ଼ିଓ…

ଅନୁଗୋଳ: ଜିଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲା ଶିକ୍ଷା ବିଭାଗର ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ ଅଭିଯୋଗ । ଏହାର…

Breaking: Sanjib Sahoo Resigned ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଅନୁଗୁଳ:ଆଠମଲ୍ଲିକ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ କୁମାର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ। ସେ ତାଙ୍କ ଇସ୍ତଫା ପତ୍ର ଇ ମେଲ ଏବଂ ଡାକ ଯୋଗେ ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ସଂଜୀବ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ…

OIL Price Hike: ଅହେତୁକ ତୈଳଦରକୁ ପ୍ରତିବାଦ କରି ଅନୁଗୋଳରେ ବିଜେଡ଼ିର ଅଭିନବ ପ୍ରତିବାଦ

ଅନୁଗୋଳ: ଅହେତୁକ ତୈଳ ସହ ଆନୁସାଙ୍ଗିକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ବିଜୁ ମହିଳା ଜନତା ଦଳ ପକ୍ଷରୁ ଅଭିନବ ପ୍ରତିବାଦ । ଶଗଡ଼ରେ ବସି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଁଚିଲେ ନେତୃ ମଣ୍ଡଳୀ । ଏଭଳି କିଛି ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ସଦର…