Take a fresh look at your lifestyle.
Monthly Archives

October 2022

ନବରଙ୍ଗପୁର ଜିଲ୍ଲାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ନକଟିଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେଦ୍ର ସଂଯୋଜକ ଜେମସ ବେନ୍ୟା ତାଙ୍କର ଶିକ୍ଷକ ବନ୍ଧୁ ଓ ପିରାମଲ ଫାଉଣ୍ଡେସନ ର ଶୁଭସ୍ମିତା ସୂତ୍ରଧର ଙ୍କ ସହ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ।…

୧୭ କୋଟିର ସିଗାରେଟ ଜବତ, ସରକାରୀ ଅଧିକାରୀଙ୍କ ମୁଣ୍ଡ ଗୋଲ

ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ଏହି ମୁନ୍ଦ୍ରା ବନ୍ଦରରୁ ୪୮ କୋଟି ଟଙ୍କାର ବିଦେଶୀ ସିଗାରେଟକୁ ଜବତ କରିଥିଲା DRI। ସମାନ ଢଙ୍ଗରୁ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ଡିଆରଆଇ ବନ୍ଦର ଉପରେ ଚଢାଉ କରିଥିଲା। ତେବେ ଏହି ସିଗାରେଟ ଗୁଡ଼ିକ ମୁନ୍ଦ୍ରା ବନ୍ଦର ଦେଇ ଦେଶରେ ଚୋରା ଚାଲାଣ କରାଯିବାକୁ…

କଂଗ୍ରେସର ମୂଳଦୁଆ ଦୃଢ ପାଇଁ ଏମିତି ଯୋଜନା କରିଛନ୍ତି ଥରୁର

ଦେଶରେ ବେରୋଜଗାରୀ ଚରମସୀମାରେ ପହଞ୍ଚିଛି। ଆପଣ ଦରଦାମ ବୃଦ୍ଧି ବାବଦରେ ଜାଣିଛନ୍ତି। ଯେତେବେଳେ ଆମେ ବଜାରକୁ ଯାଉ, ଆମେ ଜାଣୁ ଯେ ଖର୍ଚ୍ଚ କିପରି ବଢୁଛି। ଦେଶରେ ଘୃଣାଭାବ ବ୍ୟାପିବାରୁ ଲୋକେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। କାରଣ ଆମ ଦେଶରେ ଏକାଠି ଜୀବନଯାପନ କରିବାର ପଦ୍ଧତି ରହିଛି।…

IndvsSA: ଦକ୍ଷିଣ ଆଫ୍ରିକାକୁ ୭ ଓ୍ୱିକେଟରେ ହରାଇଲା ଭାରତ

ରାଞ୍ଚି: ଶ୍ରେୟାସ ଆୟାରଙ୍କ ଅପରାଜିତ ଶତକ ଓ ଇଶାନ କିସାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଭାରତ ଦ୍ୱିତୀୟ ଦିନିକିଆକୁ ସହଜରେ ବିଜୟ ହାସଲ କରିନେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳର ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ୩ ଓ୍ୱିକେଟ ହରାଇ ମାତ୍ର ୪୫.୫ ଓଭରରେ ବିଜୟ ହାସଲ କରିନେଇଛି।…

କାନ୍ଥରେ ଝୁଲୁଛି କି ବନ୍ଦ ଘଣ୍ଟା, ଆପଣଙ୍କୁ ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ମନୁଷ୍ୟ ଜୀବନ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଉଥିବା ସ୍ଥିତି ଉପରେ ବାସ୍ତୁଶାସ୍ତ୍ରରେ ବିସ୍ତାର ଭାବେ ଉଲ୍ଲେଖ ରହିଛି । ଫଳିତ ବାସ୍ତୁରେ କୁହାଯାଇଛି ଯେ, ଯଦି ଆପଣଙ୍କ ଘରେ ବନ୍ଦ ହୋଇଯାଇଥିବା ବା ଭାଙ୍ଗିଯାଇଥିବା କାନ୍ଥ ଘଣ୍ଟା ଅଛି ତେବେ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ…

ସଲମାନଙ୍କୁ ହତ୍ୟା ପାଇଁ ନାବାଳକ ଆତଙ୍କୀକୁ ସୁପାରୀ

ମୋହାଲୀ ସ୍ଥିତ ପଞ୍ଜାବ ପୁଲିସ ହେଡକ୍ୱାର୍ଟର ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଆତଙ୍କୀ ରହିଥିବା ନେଇ ସୂଚନା ରହିଥିଲା। ଏହି ନାବାଳକ ଜଣକ ସଲମାନଙ୍କୁ ମାରିବା ପାଇଁ ସୁପାରୀ ଆଉ ଦାୟିତ୍ୱ ଦିଆଯାଇଥିବା…

OLA Auto: ବନ୍ଦ ହୋଇଗଲା ଓଲା ଅଟୋ ସେବା

ବେଙ୍ଗାଲୁରୁରେ ନିୟମ ଅନୁଯାୟୀ ରାପିଡ଼ୋ ତାର ସେବା ଜାରି ରଖିବ। ଯଦି ବି କୌଣସି ମିଥ୍ୟା ଖବର ଗୁଜବ ହୋଇଛି ତାହା ନିଶ୍ଚିତ ପକ୍ଷେ ଅମାନବୀୟ ତଥା ବିରକ୍ତିକର ଘଟଣା ବୋଲି ରାପିଡୋ ପକ୍ଷରୁ କୁହାଯାଇଛି।

Accident: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି। ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇ କୁ ଏହା 383 କୁ ଖସି ଆସିଛି।