Take a fresh look at your lifestyle.
Browsing Tag

sprinter

Tokyo Olympics: ଭାରତ ହାତେଇବ ଆଉ ଏକ ପଦକ, ନିରାଶ କଲେ ଦୂତୀ

ଭାରତ ପାଇଁ ଆଉ ଏକ ପଦକ ଆଶା ସଞ୍ଚାର ହୋଇଛି । ଭାରତର ମହିଳା ବକ୍ସର ଲଭଲୀନା ବୋର୍ଗାହେନ ୬୯ କେଜି ବର୍ଗରେ କ୍ୱାର୍ଟ ଫାଇନାଲରେ ଚୀନୀ ତାଇପେ ଖେଳାଳି ନିଏନ ଚୀନଚେନଙ୍କୁ ପରାସ୍ତ କରିବା ପରେ ଏହି ପଦକ ଆଶା ସଞ୍ଚାର ହୋଇଛି ।