Take a fresh look at your lifestyle.

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂକୋଭିଡ଼ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ରାୟଗଡ଼ାରେ ପିରାମଲ ସ୍ୱାସ୍ଥ୍ୟ ଦ୍ଵାରା ଟିବି ଭ୍ୟାନର ଶୁଭାରମ୍ଭ

0 722

Get real time updates directly on you device, subscribe now.

ରାୟଗଡା, ୧୭।୩: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟର ମିଳିତ ଆନୁକୂଲ୍ୟରେ ରାୟଗଡାର ୭ଟି ବ୍ଲକ ପାଇଁ କଫ ସଂଗ୍ରହ ନିମନ୍ତେ ୭ଟି ଯାନକୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟ ଏବଂ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ. ଶ୍ରବଣ କୁମାର ସାହୁକାରଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ପିରାମଲ ସ୍ୱାସ୍ଥ୍ୟ ତରଫରୁ ଡିପିଏମ ଭବାନୀ ଶଙ୍କର ପଣ୍ଡା, ଡିପିଏମ ବିଜୟ କୁମାର ସାହୁ ଏବଂ ସମସ୍ତ ସହଯୋଗୀ କର୍ମଚାରୀ ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.