Take a fresh look at your lifestyle.
Browsing Tag

Bjp

Tejeswar Parida: ପଦ୍ମ ପୋଖରୀରେ ତେଜେଶ୍ୱରଙ୍କ ଲମ୍ଫ

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି।

ବିଜେପିରେ ସାମିଲ ହେଲେ ଭେଟେରାନ, ପଞ୍ଜାବ କଂଗ୍ରେସକୁ ଶକ୍ତ ଝଟକା

ଚଣ୍ଡିଗଡ଼: ନୂଆ ବର୍ଷରେ ପଞ୍ଜାବରେ ବିଧାନସଭା ନିର୍ବାଚନ ପ୍ରସ୍ତାବ ଦିଆଯାଇଛି। ଏହାପୂର୍ବରୁ ବିଜେପି ପଞ୍ଜାବରେ ନିଜର ଆଧାରକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏହି ଧାରାବାହିକରେ ମଙ୍ଗଳବାର ଦିନ ପଞ୍ଜାବ ରାଜନୀତିରେ ବିଜେପି ଏକ ବଡ ଧକ୍କା ଦେଇଛି। ଦୁଇ ବିଧାୟକ, ପୂର୍ବତନ ବିଧାୟକ ତଥା…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ…

Angul Bjp Protest: ଅନୁଗୋଳ ଥାନା ଘେରିଲା ଜିଲା ବିଜେପି ମହିଳା

ଅନୁଗୋଳ: ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁଲତା ସାହୁଙ୍କୁ ବିଜୁ ଯୁବ ଜନତା ଦଳର ଗୁଣ୍ଡାଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣ ବିରୋଧରେ ଆଜି ଅନୁଗୁଳ ଥାନା ଘେରାଉ କରିଛି ବିଜେପି। ମଞ୍ଜୁଲତାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିବା ବିଜେଡି କର୍ମୀ ଅବିନାଶ ପରିଡାଙ୍କୁ ଗିରଫ ସହ , ରାଲିରେ ଯୋଗ…

Mamita Meher Murder case: ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଏସପି କାର୍ଯ୍ୟାଳୟ ଘେରାଉ, ଦେଖନ୍ତୁ ଭିଡ଼ିଓ

Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଅନୁଗୋଳ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ…

Punjab Political Crisis: ବିଜେପିରେ ମିଶି ପାରନ୍ତି କ୍ୟାପଟେନ

Punjab Political Crisis:  ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ ଏବେ କଂଗ୍ରେସ ପାଇଁ କଣ୍ଟା ସାଜିଛନ୍ତି। ଚର୍ଚ୍ଚା ହେଉଛି ସେ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇ ପାରନ୍ତି। କାରଣ ଆଜି (ମଙ୍ଗଳବାର) ଦିଲ୍ଲୀ ଗସ୍ତରେ ଆସୁଛନ୍ତି…

Westbengal bypoll:ଭବାନୀପୁରରେ ବିଜେପି ଉପାଧ୍ୟକ୍ଷଙ୍କୁ ଆକ୍ରମଣ

Westbengal bypoll: କୋଲକାତା: ଆଗକୁ କୋଲକାତାର ଉପନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡିଛି। ତେବେ ଏହି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି। ଭବାନୀପୁରରେ ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟ ବିଜେପି ଉପାଧ୍ୟକ୍ଷ ଦିଲୀପ…

Babul Supriyo Joins TMC:ତୃଣମୂଳ କଂଗ୍ରେସରେ ମିଶିଲେ ବାବୁଲ ସୁପ୍ରିୟୋ

Babul Supriyo Joins TMC: ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ (Babul Supriyo) ଆଜି ତୃଣମୂଳ କଂଗ୍ରେସରେ (TMC) ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃଣମୂଳରେ ସାମିଲ ହୋଇ ସମସ୍ତଙ୍କୁ…

ରୁପାଣୀଙ୍କ ପରେ କିଏ ?

ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ରହିଛି। ମନସୁଖ ମାଣ୍ଡଭୀୟ ବର୍ତ୍ତମାନ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି।

କଲ୍ୟାଣ ସିଂ – ସଂଘର୍ଷ, ବିବାଦ, ଉତ୍ଥାନ ଓ ପତନର ଜୀବନ

ନୂଆଦିଲ୍ଲୀ: କଲ୍ୟାଣ ସିଂ ୫ ଜାନୁୟାରୀ ୧୯୩୨ରେ ଆଲିଗଡର ଅତ୍ରୌଲିରେ ଜନ୍ମଗ୍ରହଣ କରନ୍ତି। BA ପର୍ଯ୍ୟନ୍ତ ପାଠ ପଢା ଶେଷ କରିବା ପରେ ରାଜନୈତିକ ଜୀବନରେ ପାଦ ଥାପିଥିଲେ କଲ୍ୟାଣ ସିଂ । ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ, ଏହି ସଂଗଠନର ମୂଳଦୁଆ ୧୯୫୧ରେ ପଡ଼ି ସାରିଥିଲା। ୧୯୫୨ ଲୋକସଭା…