Take a fresh look at your lifestyle.
Browsing Tag

Odia News

Israel Gaza War: ଗାଜାରେ ଶରଣାର୍ଥୀ ସଂକଟ, ଖାନ ୟୁନିସରେ ପହଞ୍ଚିଲେ ୧୦ ଲକ୍ଷ ଲୋକ

Israel Gaza War: ନୂଆଦିଲ୍ଲୀ: ଯୁଦ୍ଧର ଘନଘଟା ମଧ୍ୟରେ ଗାଜାର ଖାନ ୟୁନିସ ନାମକ ଅଞ୍ଚଳରେ ଏବେ ଶରଣାର୍ଥୀମାନେ ପହଞ୍ଚିବାରେ ଲାଗିଛନ୍ତି। ଉତ୍ତର ଗାଜାରୁ ଜୀବନ ବଞ୍ଚାଇ ଖାନ ୟୁନିସକୁ ଚାଲି ଆସୁଛନ୍ତି ଗାଜାବାସୀ। ଯାହାକିଛି ଘର ସାମଗ୍ରୀ ପାଇଲେ ଉଠାଇ ପାଦରେ ଚାଲି ଚାଲି ଶହ ଶହ କିଲୋମିଟର…

Odisha News: ଓଡ଼ିଶାରେ ମୁଣ୍ଡ ବିନ୍ଧାଇଲାଣି ବେକାରୀ ସମସ୍ୟା, ନିର୍ବାଚନରେ ପାଲଟିବ କି ମୁଦ୍ଦା

କୋଭିଡ୍‍ ପରିସ୍ଥିତି ସମୟରେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଯେମିତି ଆନ୍ତର୍ଜାତିକ ସ୍ତରରେ ଆମ ମୁଣ୍ଡ ନୁଆଁଇ ଦେଇଥିଲା, ତାହାକୁ ସମାଧାନ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ଭିତରେ ପ୍ରମୁଖ ହେଉଛି ଇ- ଶ୍ରମ ପୋର୍ଟାଲ୍‍। ଦେଶର ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ…

Jeera price: ଜୀରା ପାଲଟିଛି ହୀରା, ଜାଣନ୍ତୁ କେମିତି ବଢିଛି ବଜାର ଦର

Jeera Price: ଜିରା ଦର ବୃଦ୍ଧି ଘରୋଇ ଏବଂ ବିଶ୍ୱ ବଜାରରେ ଏହାର ଚାହିଦା ବୃଦ୍ଧି ଯୋଗୁଁ ହୋଇଛି। ଜିରା ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଗୁଜୁରାଟ ଏବଂ ରାଜସ୍ଥାନରେ ଜିରା ଉତ୍ପାଦନ ସର୍ବାଧିକ। ଅବଶ୍ୟ ଅଦିନିଆ ବର୍ଷା ଏବଂ କୁଆପଥର ବର୍ଷାରେ ଉତ୍ପାଦନ ହ୍ରାସ ପାଇଛି, ଯାହା ଜିରା…

ଆଜିର ଦିନରେ ଜନ୍ମ ନେଇଥିବା ମୋବାଇଲ, ଜାଣିଛନ୍ତି କି ବିଶ୍ୱର ପ୍ରଥମ ମୋବାଇଲର ଦାମ କେତେ ଥିଲା ?

Mobile news in odia: ନୂଆଦିଲ୍ଲୀ: ୩ ଏପ୍ରିଲ ୧୯୭୩, ନ୍ୟୁୟର୍କ ସିଟି, ଆମେରିକା। ମୋଟୋରୋଲା କମ୍ପାନୀର କର୍ମଚାରୀ ମାର୍ଟିନ କପୁର୍ ୧ କିଲୋଗ୍ରାମ ଓଜନ ବିଶିଷ୍ଟ ବେତାର ଉପକରଣ ନେଇ ରାସ୍ତାରେ ଠିଆ ହୋଇଥିଲେ। ସେ ଏହାକୁ କାନରେ ରଖି ନ୍ୟୁ ଜର୍ସିର ବେଲ ଲ୍ୟାବ ମୁଖ୍ୟାଳୟରେ ତାଙ୍କ…

Bhagat Singh Death Anniversary: ଗାନ୍ଧୀ ଚାହିଁଥିଲେ ଅଟକି ପାରିଥାନ୍ତା କି ଭଗତ ସିଂହଙ୍କ ଫାଶୀ !

୧୯୩୧ ମସିହା ୧୭ ଫେବୃଆରୀରେ ମହାତ୍ମା ଗାନ୍ଧୀ ଓ ଭାୟସରାୟ ଇରଓ୍ୱିନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଲୋକମାନେ ଚାହୁଁଥିଲେ ଗାନ୍ଧୀ ଏହି ତିନି ବିପ୍ଲବୀଙ୍କ ଫାଶୀକୁ ଅଟକାଇବାକୁ ଇରଓ୍ୱିନଙ୍କ ଉପରେ ଚାପ ପକାନ୍ତୁ। ଗାନ୍ଧୀ ଇରଓ୍ୱିନଙ୍କ ନିକଟରେ ସର୍ତ୍ତ ରଖନ୍ତୁ ଯେ ଦଣ୍ଡ କୋହଳ ନ କଲେ…

କାହିଁକି ଆସେ ଭୂମିକମ୍ପ, ଓଡ଼ିଶା ପାଇଁ ରହିଛି କେତେ ବିପଦ ?

Earthquake: ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ ପ୍ରକ୍ରିୟା ଜାରି ରହିଥାଏ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ଅଧିକ ବେଗରେ ଗତି କରେ, ସେହି ସମୟରେ ଏକ ଭୂକମ୍ପନ ସୃଷ୍ଟି ହୋଇଥାଏ ଯାହାକୁ ଆମେ ଭୂମିକମ୍ପ ବୋଲି କହିଥାଉ।

Himachal Pradesh New CM: କିଏ ଏହି ସୁଖବିନ୍ଦର ସିଂହ ସୁକ୍ଖୁ, ଯାହାଙ୍କ ମୁଣ୍ଡ ହାତୀ ଢାଳିଛି ସୁନା କଳସ

Sukhvinder Singh Sukhu New CM: ସୁଖବିନ୍ଦର ସିଂହ ସୁଖୁ ପ୍ରଥମ ବର୍ଷରେ ନିଜେ ସଞ୍ଜୌଲି କଲେଜରେ ପ୍ରତିନିଧି ତଥା ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ସଞ୍ଜୁଲିର ସେଣ୍ଟର ଅଫ୍ ଏକ୍ସଲେନ୍ସ ସରକାରୀ କଲେଜରେ ଷ୍ଟୁଡେଣ୍ଟ ସେଣ୍ଟ୍ରାଲ…

ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟର ବନ୍ଦିତା ପାଲଙ୍କ ବିରୋଧ

ବୋର୍ଡ ଭଙ୍ଗାକୁ ନେଇ ସେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ଓ୍ୱାର୍ଡର ୨୦ରୁ ଅଧିକ ବାସିନ୍ଦା ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଥିଲେ। ସେପଟେ କର୍ପୋରେଟର…

Chanakya Niti: ଜାଣନ୍ତି କି ନିଜ ସ୍ତ୍ରୀ ଅପେକ୍ଷା ଅନ୍ୟ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୋଇଥାନ୍ତି ପୁରୁଷମାନେ

Chanakya Niti: ଦାମ୍ପତ୍ୟ ଜୀବନରେ ସୁଖ ପାଇଁ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ଏବଂ ବୁଝାମଣାରେ ପରିପୂର୍ଣ୍ଣ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିବାହିତ ଜୀବନ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଲେଖିଯାଇଛନ୍ତି। କେଉଁ ପଥରେ ଜୀବନ…