Take a fresh look at your lifestyle.
Monthly Archives

August 2021

ଏହି ଦୁଇ ଦେଶ ପାଇଁ ସମସ୍ୟା ବଢାଉଛି ତାଲିବାନ

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୧, ଆମ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଫଗାନିସ୍ତାନରେ ତାଲିବାନି ରାଜୁତିର ଅୟମାରମ୍ଭ ହେଉଥିଲା । କାବୁଲକୁ ନିଜ ଅଧିକାରକୁ ନେଇଥିଲା ଆତଙ୍କବାଦୀ ସଂଗଠନ ତାଲିବାନ। କାବୁଲ ତାଲିବାନ ଅଧିନକୁ ଯିବା ପରେ ସେଠାରେ ଭୟର ବାତାବରଣ। ତାଲିବାନର…

ପୁଲିସ –ଜରଡ଼ା ଗ୍ରାମବାସୀ ମୁହାଁମୁହିଁ

କଣିହାଁ (ଯୁଗଳ କିଶୋର ସାହୁ): ମିଛୁଆ ଏମସିଏଲର ଆଉ ଏକ ଚାଲ ଆଜି ଫସରଫାଟିଛି । ପୁଲିସ ଲଗାଇ କ୍ଷତିଗସ୍ତ ଜରଡ଼ା ଗ୍ରାମବାସୀଙ୍କୁ ଅଜାଣତରେ ମାଟି ଖୋଳୁଥିବାବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ବୁଧବାର ମୁହାଁମୁହିଁ ପରିସ୍ଥିତି ହୋଇଛି । ପୁଲିସ ଏହି ଘଟଣାରେ ୬୦ ଜଣକୁ ଗିରଫ କରିଥିବା…

ତାଲିବାନ ଏତେ ଶକ୍ତିଶାଳୀ କିପରି, ବିପୁଳ ଅର୍ଥ ପାଏ କେଉଁଠୁ ?

ନୂଆଦିଲ୍ଲୀ: ତାଲିବାନ (Taliban) ଆଫଗାନିସ୍ତାନକୁ (Afghanistan) ନିଜ ଅଧିନକୁ ନେବାରେ ତିନି ଦିନ ବିତିଗଲାଣି । ଇସଲାମିକର (Islamic Law) ମୂଳ ଆଦର୍ଶ ପାଇଁ ଜଣାଶୁଣା ଏହି ସଂଗଠନ ବର୍ତ୍ତମାନ ଦେଶରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ତାଲିବାନ (Taliban) ଭୟରେ ଆଫଗାନିସ୍ତାନର…

ଆଫଗନ ସିନେ ନିର୍ଦ୍ଦେଶକଙ୍କ କୋହଭରା ଚିଠି: ଆଶ୍ବାସନା ଦିଅ ନାହିଁ, ସାହାଯ୍ୟ ପାଇଁ ବିଶ୍ବସ୍ତରରେ ସ୍ବର…

ନୂଆଦିଲ୍ଲୀ: ତାଲିବାନ (Taliban) କବଳରେ ଆଫଗାନିସ୍ତାନ (Afghanistan। ମହିଳା ଠାରୁ ଆରମ୍ଭ କରି ଛୁଆଙ୍କ ପର୍ଯ୍ୟନ୍ତ, ଖେଳାଳିଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ଶିଳ୍ପପତି ବର୍ତ୍ତମାନ ନିଜ ଜୀବନକୁ ନେଇ ଦ୍ବନ୍ଦରେ ରହିଛନ୍ତି । ଏଭଳି କ୍ଷେତ୍ରରେ ଜଣେ…

ସୀମାରେ ଆଫଗାନ ନାଗରିକ-ପାକିସ୍ତାନ ସେନା ମୁହାଁମୁହିଁ

କାବୁଲ: ଆଫଗାନିସ୍ତାନର (Afghanistan) ଅଧିକାଂଶ ଅଞ୍ଚଳ ଏବେ ତାଲିବାନି (Taliban Army) ସେନା କବଳରେ । ଫଳରେ ତାଲିବାନ ଅକ୍ତିଆର କରିଚାଲିଥିବା ଅଞ୍ଚଳରୁ ଆଫଗାନ ନାଗରିକମାନେ (Afghanistan Civilian)  ଦେଶ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ…

ଇତିହାସରେ ସ୍ବର୍ଣ୍ଣିମ ନାଁ ଲେଖିଲେ ନିରଜ

ନୂଆଦିଲ୍ଲୀ: ଆଥେଲିଟିକ୍ସରେ ଇତିହାସ ରଚିଛି ଭାରତ । ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଜାଭେଲିନ ଥ୍ରୋରେ (ଆଥେଲିଟିକ୍ସରେ ପ୍ରଥମ) ସ୍ବର୍ଣ୍ଣ ପଦକ ହାତେଇଛି ଭାରତ (India)। ଏହି ପଦକ ହାତେଇବା ସହିତ ଭାରତକୁ ଗୌରବାନ୍ବିତ କରିଛନ୍ତି ଭାରତର ଜାଭେଲିନ ଥ୍ରୋୟର (Javelin Thorwer) ନିରଜ…

ବନ୍ଦ ହୋଇପାରେ ଭୋଡ଼ାଫୋନ-ଆଇଡିଆ, ଦେବାଳିଆ ହେବେ ୮ ବ୍ୟାଙ୍କ !

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡ଼ାଫୋନ (Vodafone) ଓ ଆଇଡିଆ (IDEA)କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଟେଲିକମ (Telecom) କମ୍ପାନୀ ନିଜର ବ୍ୟବସାୟ ଭାରତୀୟ ବଜାରରେ ବନ୍ଦ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କମ୍ପାନୀର ବ୍ୟାପକ କ୍ଷତି ଏବଂ ନୂତନ ପୁଞ୍ଜି ବିନିଯୋଗ ବନ୍ଦ ହେତୁ…

ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ, ଜଣେ ଗିରଫ

ମିୟାମୀ: ବିମାନରେ ଏୟାରହୋଷ୍ଟେସଙ୍କ ସହିତ ଅସଦାଚରଣ ମାମଲା ଏକାଧିକ ବାର ସାମ୍ନାକୁ ଆସିଛି । ବିମାରେ କାର୍ଯ୍ୟରତ ଏୟାରହୋଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଯାତ୍ରୀଙ୍କୁ ଗିରଫ କରାଯିବା ଭଳି ମାମଲା ସାମ୍ନାକୁ ଆସିଛି । ତେବେ ସେହିଭଳି ଏକ ଘଟଣା ଫ୍ଲୋରିଡ଼ାରୁ ମିୟାମୀ ଯାଉଥିବା ଏକ ବିମାନରେ…

Power of ଚିହ୍ନର ମଜାଦାର କାହାଣୀ

ନୂଆଦିଲ୍ଲୀ: ବୈଦୁତିକ ଉପକରଣ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ । ଅଫିସ କାମ ହେଉ ଅବା ଘରର ଅନ୍ୟାନ କାମ, ସବୁଠି ଏହାର ଆବଶ୍ୟକତା ଲୋଡ଼ୁଛେ । କମ୍ପ୍ୟୁଟର, ଟିଭି, ରୋଷେଇ ଘରେ ଗ୍ରାଇଣ୍ଡର, ଫ୍ୟାନ, ଏସି ଏମିତି ଅନେକ କିଛି ଚଳାଇବାକୁ ହେଲେ ଏହାର ଆବଶ୍ୟକତା ଅନେକ ଜରୁରୀ ହୋଇ ପଡ଼ିଛି । ଠିକ…

ଆଉ ଏକ ପଦକ ଆଶା ଦେଲେ ନୀରଜ, ପ୍ରଥମ ପ୍ରୟାସରେ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଆଉ ଏକ ପଦକ ଆଶା ଦେଇଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ନିଜର ପ୍ରଥମ ପ୍ରୟାସରେ ହିଁ ସେ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲକୁ ଯୋଗ୍ଯତା ହାସଲ କରିଛନ୍ତି । ନୀରଜ ତାଙ୍କର ପ୍ରଥମ ଥ୍ରୋରେ ହିଁ ରେକର୍ଡ କରିଥିଲେ । ସର୍ବାଧିକ ୮୬.୬୫ ମିଟର ଥ୍ରୋ କରି ଗ୍ରୁପ ଏର ଶୀର୍ଷରେ…