Take a fresh look at your lifestyle.
Browsing Tag

Corona

Corona Vaccine: ହରିଆଣାରେ ମୃତକଙ୍କୁ ଦିଆଯାଉଛି ଟିକା !

Corona Vaccine: ନୂଆଦିଲ୍ଲୀ: ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ଏହି ଟିକାକରଣରେ ଏକ ବଡ଼ ଧରଣର ଘୋଟାଲା ସାମ୍ନାକୁ ଆସିଛି। ଏହି ଘୋଟାଲା ହରିଆଣାରେ ହେଉଥିବା ଦେଖିବାକୁ ମିଳିଛି। ହରିଆଣାରେ ଟିକା ଲଗାଇବା ନେଇ ଏକ ବଡ଼ ଧରଣର…

Covid Data: ଦେଶରେ କୋରୋନା ମୃତ୍ୟୁ ୪୯ ଲକ୍ଷ : ତଥ୍ୟ

Covid Data: ନୂଆଦିଲ୍ଲୀ: କରୋନା ମହାମାରୀ ଦେଶରେ ଅନେକ କ୍ଷତି ଘଟାଇଛି। ସରକାରୀ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ କରୋନା ଯୋଗୁଁ ଚାରି ଲକ୍ଷ ୪୪ ହଜାର ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଅର୍ଥନୀତିଜ୍ଞଙ୍କ ଏକ ଟିମ୍ ଅଧ୍ୟୟନ ଆଧାରରେ ଏକ ନୂତନ ତଥ୍ୟ ସାମ୍ନାକୁ…

କୋରୋନା ଚିକିତ୍ସା ବିଲ ଦେଢ କୋଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ (New Delhi) ବେସରକାରୀ ଡାକ୍ତରଖାନାର (Hospital) ମନମାନୀର ଏକ ନମୂନା ସାମ୍ନାକୁ ଆସିଛି। ଦିଲ୍ଲୀର ସାକେତ ଅଞ୍ଚଳରେ ଥିବା ଏକ ବେସରକାରୀ ଡାକ୍ତରଖାନା ମ୍ୟାକ୍ସ ଡାକ୍ତଖାନାରୁ (Max Hospital) ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର। ମ୍ୟାକ୍ସ ହସ୍ପିଟାଲ…

NCPCR ରିପୋର୍ଟ, କୋରୋନାରେ ୮ ହଜାର ଶିଶୁ ଅନାଥ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ପ୍ରଭାବିତ ପିଲାଙ୍କ ସମ୍ପର୍କୀତ ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପ୍ରଭାବିତ ପିଲାଙ୍କ ସମ୍ପର୍କରେ ଜଷ୍ଟିସ ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି ଏହି କୋରୋନା…

୧୬୯୦ କୋଟି ୪୬ ଲକ୍ଷ କୋଭିଡ୍‌ ସହାୟତା ଘୋଷଣା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ବର୍ଗ ଯଥା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଆଦିମ ଜନଜାତି ଓ ସହରାଞ୍ଚଳର ଗରିବ ଲୋକମାନେ ଉପକୃତ…