Take a fresh look at your lifestyle.

Navneet Arrest: ଏନଏସୟୁଆଇ ଝାରସୁଗୁଡ଼ା ସଭାପତି ନବନୀତ ଗିରଫ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା ବେଳେ ଉଠାଇନେଲା ପୁଲିସ

0 819

Get real time updates directly on you device, subscribe now.

Navneet Arrest: ଝାରସୁଗୁଡ଼ା: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଅନ୍ୟ ମନ୍ତ୍ରୀଙ୍କୁ ବିରୋଧ କରି ଏନଏସୟୁଆଇର ଝାରସୁଗୁଡ଼ା ସଭାପତି ନବନୀତ କୌର ଗିରଫ । ଆଜି ଝାରସୁଗୁଡ଼ାରେ ବିଏସକେଓ୍ୱାଇ କାର୍ଡ ବାଣ୍ଟିବାକୁ ଯାଉଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ ନବନୀତ ଓ ତାଙ୍କର ସହଯୋଗୀ ।

ଦେଖନ୍ତୁ ଭିଡ଼ିଓ: ଏନଏସୟୁଆଇ ଝାରସୁଗୁଡ଼ା ସଭାପତି ନବନୀତ ଗିରଫ

 

Get real time updates directly on you device, subscribe now.

Leave A Reply

Your email address will not be published.