Take a fresh look at your lifestyle.
Browsing Tag

bjd

Tejeswar Parida: ପଦ୍ମ ପୋଖରୀରେ ତେଜେଶ୍ୱରଙ୍କ ଲମ୍ଫ

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି।

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର: ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ହାତରେ ଆଉ ଦୁଇଦିନ। ଦୁଇ ଦିନ ପରେ ଥମିବ ପ୍ରଚାର । ତେବେ ଏହି କମ ସମୟକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ। ପ୍ରଚାରକୁ ଜୋରଦାର…

ରାଜନୀତିରେ ଉଚ୍ଚଶିକ୍ଷିତା: ଦଳବଳ ସହ ଶକ୍ତି ଦେଖାଇଲେ ସୁଚିସ୍ମିତା

କଟକ: ପୌର ନିର୍ବାଚନର ପ୍ରଚାରକୁ ହାତରେ ଆଉ ଦିନଟିଏ । ଏଥିପାଇଁ ଭୋଟରଙ୍କ ମନ ଜିଣିବାକୁ ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀମାନେ। ଏହି କ୍ରମରେ କଟକ ମୁନିସିପାଲିଟି କର୍ପୋରେସନର ୫୯ ନମ୍ବର ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ସୁଚିସ୍ମିତା ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି। ଏକ ବିଶାଳ…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ…

Breaking: Sanjib Sahoo Resigned ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଅନୁଗୁଳ:ଆଠମଲ୍ଲିକ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ କୁମାର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ। ସେ ତାଙ୍କ ଇସ୍ତଫା ପତ୍ର ଇ ମେଲ ଏବଂ ଡାକ ଯୋଗେ ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ସଂଜୀବ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ…

OIL Price Hike: ଅହେତୁକ ତୈଳଦରକୁ ପ୍ରତିବାଦ କରି ଅନୁଗୋଳରେ ବିଜେଡ଼ିର ଅଭିନବ ପ୍ରତିବାଦ

ଅନୁଗୋଳ: ଅହେତୁକ ତୈଳ ସହ ଆନୁସାଙ୍ଗିକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ବିଜୁ ମହିଳା ଜନତା ଦଳ ପକ୍ଷରୁ ଅଭିନବ ପ୍ରତିବାଦ । ଶଗଡ଼ରେ ବସି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଁଚିଲେ ନେତୃ ମଣ୍ଡଳୀ । ଏଭଳି କିଛି ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ସଦର…

ଧର୍ମଶାଳା BJD ମହିଳା ଦଳର ପଞ୍ଚାୟତ ସଭାନେତ୍ରୀଙ୍କ ନାମ ଘୋଷଣା

ଯାଜପୁର: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିଜୁ ମହିଳା ଜନତା ଦଳ ୪୫ଟି ପଞ୍ଚାୟତର ସଭାନେତ୍ରୀଙ୍କ ନାମ ଘୋଷଣା କରିଛି । ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା ପଞ୍ଚାୟତ ସଭାନେତ୍ରୀଙ୍କ ନାମ…