Take a fresh look at your lifestyle.
Browsing Tag

ଆଫଗାନିସ୍ତାନ

ଆଫଗାନିସ୍ତାନ ପାଇଁ ମୁଣ୍ଡ ଟେକୁଛି ଆଉ ଏକ ବିପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ପାଇଁ ଆଉ ଏକ ବିପଦ ମୁଣ୍ଡ ଟେକୁଛି। ସଂଯୁକ୍ତ ରାଷ୍ଟ୍ର ବା ୟୁଏନ (UN) ଚେତାବନୀ ଦେଇ କହିଛି କି ଦେଶରେ ନିକଟ ଭବିଷ୍ୟତରେ ଅନାହାର ମୃତ୍ୟୁ ଓ ଗରିବୀ ଦେଖିବାକୁ ମିଳିବ। ଏହା ସହିତ ସାମାଜିକ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ଭୁଶୁଡ଼ି ପଡ଼ିବ। ୟୁଏନର…

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି…

ମୁଲ୍ଲା ହେବତୁଲ୍ଲା ଆଖୁନଜାଦା ହେବେ ଶୀର୍ଷ ନେତା, ବଦଳିବ ଆଫଗାନିସ୍ତାନର ନାଁ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ (Afghanistna) ଉପରେ ତାଲିବାନ (Talinban) ନିଜର ଆଧିପତ୍ୟ ଜାହିର କରିଛି । ଆଫଗାନିସ୍ତାନର ତାଲିବାନର ସଦସ୍ୟ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା (Mullah Haibatullah Akhunzada) ହେବେ ସର୍ବୋଚ୍ଚ…

ଆଫଗାନିସ୍ତାନର ସ୍ଥିତିକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରେ ଆଫଗାନିସ୍ତାନକୁ (Afghanistan) ଦଖଲ କରିଛି ତାଲିବାନ (Taliban)। ଏହି ଦଖଲ ପରେ ଦେଶରେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆଫଗାନିସ୍ତାନରୁ (Afghanistan) ଆମେରିକା (America)…

ଆଗାମୀ ୪ ମାସରେ ଆଫଗାନିସ୍ତାନ ଛାଡ଼ିବେ ୫ ଲକ୍ଷ :UNHCR

ନୂଆଦିଲ୍ଲୀ: ଆଫଗାନିସ୍ତାନରେ (Afghanistan) ଏବେ ହାହାକାର ସ୍ଥିତି । ତାଲିବାନଙ୍କ (Taliban) କବଜା ପରେ ଦେଶରେ ଏକ ପ୍ରକାର ଭୟର ମାହୋଲ । ଆସନ୍ତା ମଙ୍ଗଳବାର (Tuesday) ସୁଦ୍ଧା ଆମେରିକା (America) ସେନା (USA Army) ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏହା ପୂର୍ବରୁ ଦେଶରୁ ଆମେରିକା…

କାବୁଲ ସ୍ଥିତି: ବିଶ୍ବକୁ କଅଁଳ ମୁହଁରେ ଅନେକ ପ୍ରଶ୍ନ, ଉତ୍ତର କିନ୍ତୁ…

କାବୁଲ: ସବୁଦିନ ଭଳି କାବୁଲ (Kabul) ଦେଖିଥିଲା ଆଉ ଏକ ବ୍ୟସ୍ତବହୁଳ ଦିନ, କିନ୍ତୁ ତାହା ଥିଲା ଏକ ପରାଧିନ ସକାଳ (Morning) । କାବୁଲର (Kabul) ଛାତି ଉପରେ ଥିବା ଅନ୍ୟ କାର୍ଯ୍ୟାଳୟ ଭଳି ହୋଟେଲ (Hotel) ଗୁଡିକ ମଧ୍ୟ ବେଶ ଚଳଚଞ୍ଚଳ, ବ୍ୟସ୍ତବହୁଳ ଥିଲା । ସେଠାରେ ଏକ ବୃହତ ସଂଖ୍ୟାରେ…

ଏହି ଦୁଇ ଦେଶ ପାଇଁ ସମସ୍ୟା ବଢାଉଛି ତାଲିବାନ

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୧, ଆମ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଫଗାନିସ୍ତାନରେ ତାଲିବାନି ରାଜୁତିର ଅୟମାରମ୍ଭ ହେଉଥିଲା । କାବୁଲକୁ ନିଜ ଅଧିକାରକୁ ନେଇଥିଲା ଆତଙ୍କବାଦୀ ସଂଗଠନ ତାଲିବାନ। କାବୁଲ ତାଲିବାନ ଅଧିନକୁ ଯିବା ପରେ ସେଠାରେ ଭୟର ବାତାବରଣ। ତାଲିବାନର…

ତାଲିବାନ ଏତେ ଶକ୍ତିଶାଳୀ କିପରି, ବିପୁଳ ଅର୍ଥ ପାଏ କେଉଁଠୁ ?

ନୂଆଦିଲ୍ଲୀ: ତାଲିବାନ (Taliban) ଆଫଗାନିସ୍ତାନକୁ (Afghanistan) ନିଜ ଅଧିନକୁ ନେବାରେ ତିନି ଦିନ ବିତିଗଲାଣି । ଇସଲାମିକର (Islamic Law) ମୂଳ ଆଦର୍ଶ ପାଇଁ ଜଣାଶୁଣା ଏହି ସଂଗଠନ ବର୍ତ୍ତମାନ ଦେଶରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ତାଲିବାନ (Taliban) ଭୟରେ ଆଫଗାନିସ୍ତାନର…