Take a fresh look at your lifestyle.
Browsing Tag

Odisha

Accident: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି। ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇ କୁ ଏହା 383 କୁ ଖସି ଆସିଛି।

ଲୋକସେବା ଭବନରେ ବଣଭୋଜି ଡିଲ !

ଭୁବନେଶ୍ବର: ଗତ କିଛି ଦିନ ଧରି କୋରାପୁଟରେ ଆନ୍ଧ୍ର ପ୍ରଶାସନର ବଣଭୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଜୋର ଧରିବା ମଧ୍ୟ ସ୍ବାଭାବିକ। କୋରାପୁଟ ଅଞ୍ଚଳରେ ଯେଉଁଭଳି ଭାବରେ ଓ ଯେଉଁ ସମୟରେ ଆନ୍ଧ୍ର ପ୍ରଶାସନର ବଣଭୋଜି କାର୍ଯ୍ୟକ୍ରମ ହୋଇଥିଲା ଚର୍ଚ୍ଚା ହେବା ସ୍ବାଭାବିକ ଘଟଣା । ତେବେ…

ଅନୁଗୋଳରେ ପ୍ରେସ ଦିବସ ପାଳିତ, ସାମ୍ବାଦିକ ସୁଧିରେନ୍ଦ୍ର ପରିଜା ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ ଦିବସ ପାଳିତ । ଅନୁଗୁଳ ଜିଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଗୁଳ ସହର ର ଦୁର୍ଗା ମଣ୍ଡପ ପଡିଆ ପରିସରରେ ଥିବା ଜୟ ଦୁର୍ଗା ୟୁଥ କ୍ଳବ ଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ…

ତାତିଲା କଂଗ୍ରେସ: ସିବିଆଇ ତଦନ୍ତ ଦାବି କରି ଦାବିପତ୍ର

ଭୁବନେଶ୍ବର: ମମିତା ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ । ଏହି ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ସିବିଆଇ ତଦନ୍ତ ଦାବି କହି ଡିଜି କ୍ୟାମ୍ପ ଅଫିସ ଘେରିଛନ୍ତି ଶତାଧିକ ଛାତ୍ର କଂଗ୍ରେସ। ଜଟଣୀ ବିଧାୟକ ସୁର…

ପାକିସ୍ତାନ ଗଲେ ତାଲିବାନର ବୈଦେଶିକ ମନ୍ତ୍ରୀ, ସ୍ଥିତିକୁ ନେଇ ଭାରତରେ ଆଲୋଚନା

କାବୁଲ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ସରକାରର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସରକାରଙ୍କ ମଧ୍ୟବର୍ତ୍ତୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ବୁଧବାର ପାକିସ୍ତାନରେ ପହଞ୍ଚିଛନ୍ତି। ଆମୀର…

Oil Price: ଏହି ରାଜ୍ୟରେ ଶହେ ତଳକୁ ଖସିଲା ତୈଳଦର

OIL Price: ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି ଏବଂ ହିମାଚଳ ସରକାର ଭାଟ୍ ହ୍ରାସ କରିଛନ୍ତି। ଦିୱାଲୀ ଅବସରରେ ସିଏମ୍ ଜୟରାମ ଠାକୁର ଟୁଇଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ମଧ୍ୟ ବିଜ୍ଞପ୍ତି ଜାରି…

Mamita Meher Murder case: ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଏସପି କାର୍ଯ୍ୟାଳୟ ଘେରାଉ, ଦେଖନ୍ତୁ ଭିଡ଼ିଓ

Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଅନୁଗୋଳ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ…

CM Naveen Patnaik visit Balangir: ବଲାଙ୍ଗୀରରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

CM Naveen Patnaik visit Balangir: ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଫଳରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଟିଟିଲାଗଡ଼, ପାଟଣାଗଡ଼ ଓ…

Rourkela Crime: ଗୋରେ ହତ୍ୟାକାଣ୍ଡ ମାମଲାରେ ଆଉ ଜଣେ ଗିରଫ

Rourkela crime: ରାଉରକେଲା: ସ୍ଥାନୀୟ ରେଳବାଇ କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଜିତେନ୍ଦ୍ର କୁମାର ଶାହ ଓରଫ ଗୋରେ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଜି ଆଉ ଜଣେ ଅଭଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହମ୍ମଦ ସାହବାଜ ଓରଫ ଫୁକୁନି ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ…