Take a fresh look at your lifestyle.
Browsing Tag

Taliban

ପାକିସ୍ତାନ ଗଲେ ତାଲିବାନର ବୈଦେଶିକ ମନ୍ତ୍ରୀ, ସ୍ଥିତିକୁ ନେଇ ଭାରତରେ ଆଲୋଚନା

କାବୁଲ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ସରକାରର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସରକାରଙ୍କ ମଧ୍ୟବର୍ତ୍ତୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ବୁଧବାର ପାକିସ୍ତାନରେ ପହଞ୍ଚିଛନ୍ତି। ଆମୀର…

Taliban in Afghanistan: ଦୁଇ ଭାରତୀୟଙ୍କୁ ଟେକି ନେଲେ ତାଲିବାନୀ

Taliban in Afghanistan: ନୂଆଦିଲ୍ଲୀ: କାବୁଲରେ (Kabul) ଦୁଇ ଭାରତୀୟଙ୍କୁ (Indian) ଅପହରଣ (Kidnapped) କରିନେଇଛନ୍ତି ତାଲିବାନୀ (Taliban)। ଫଳରେ ତାଲିବାନୀର ଅମାନବୀୟ ତଥା ଅତ୍ୟାଚାରର ଚିତ୍ର ଏବେ ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ମୁତାବକ କାବୁଲରେ ରହୁଥିବା ୫୦ ବର୍ଷୀୟ…

Taliban in Afghanistan: ମହାବିଦ୍ୟାଳୟ ଛାତ୍ରୀଙ୍କ ପାଇଁ ତାଲିବାନର ଗାଇଡଲାଇନ, କଣ ରହିଛି ନିୟମ ?

Taliban in Afghanistan: କାବୁଲ: ଆଫଗାନିସ୍ତାନରେ (Afghanistan) ସରକାର (Government) ଗଢିବା ପରେ ଦିନକୁ ଦିନ କଠୋର ହେବାରେ ଲାଗିଛି ତାଲିବାନ (Taliban)। ପୂର୍ବରୁ ତାଲିବାନ ଛାତ୍ରୀଙ୍କ ଶିକ୍ଷା (Girls Education) ଉପରେ ରୋକ ଲଗାଇଥିବା ବେଳେ ଏବେ କିନ୍ତୁ ସାମାନ୍ୟ କୋହଳ ନୀତି…

ପାକିସ୍ତାନୀ ବିରୋଧୀ ରାଲି ଉପରକୁ ତାଲିବାନର ଗୁଳି

କାବୁଲ: ପାକିସ୍ତାନକୁ ବିରୋଧ କରି ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ଧରଣର ରାଲି ବାହାରିଥିବା ଦେଖିବାକୁ ମିଳିଥିଲା। ପଞ୍ଜଶିର ଦଖଲ ଅଭିଯାନରେ ତାଲିବାନକୁ ସହାୟତା ଯୋଗାଇ ଆସୁଛି ପାକିସ୍ତାନ। ଆଉ ଏହାକୁ ବିରୋଧ କରି ଆଜି ଆଫଗାନ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଲି…

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି…

ଆଫଗାନିସ୍ତାନର ସ୍ଥିତିକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରେ ଆଫଗାନିସ୍ତାନକୁ (Afghanistan) ଦଖଲ କରିଛି ତାଲିବାନ (Taliban)। ଏହି ଦଖଲ ପରେ ଦେଶରେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆଫଗାନିସ୍ତାନରୁ (Afghanistan) ଆମେରିକା (America)…

ଆଗାମୀ ୪ ମାସରେ ଆଫଗାନିସ୍ତାନ ଛାଡ଼ିବେ ୫ ଲକ୍ଷ :UNHCR

ନୂଆଦିଲ୍ଲୀ: ଆଫଗାନିସ୍ତାନରେ (Afghanistan) ଏବେ ହାହାକାର ସ୍ଥିତି । ତାଲିବାନଙ୍କ (Taliban) କବଜା ପରେ ଦେଶରେ ଏକ ପ୍ରକାର ଭୟର ମାହୋଲ । ଆସନ୍ତା ମଙ୍ଗଳବାର (Tuesday) ସୁଦ୍ଧା ଆମେରିକା (America) ସେନା (USA Army) ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏହା ପୂର୍ବରୁ ଦେଶରୁ ଆମେରିକା…

କାବୁଲରେ ହଜିଲେ, ଠିକଣା ମିଳିଲା ଆମେରିକାର

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନିଙ୍କ କବଜା ପରେ ସେଠାରେ ବର୍ତ୍ତମାନ ଭୟର ମାହୋଲ। ଜନଜୀବନ ଭୟର ବାତାବରଣ ମଧ୍ୟରେ ବିତୁଥିବା ବେଳେ ସହୟତା ପାଇଁ ଲୋକମାନେ ଚିତ୍କାର କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣାକୁ ଡଚର…

ଏହି ଦୁଇ ଦେଶ ପାଇଁ ସମସ୍ୟା ବଢାଉଛି ତାଲିବାନ

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୧, ଆମ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଫଗାନିସ୍ତାନରେ ତାଲିବାନି ରାଜୁତିର ଅୟମାରମ୍ଭ ହେଉଥିଲା । କାବୁଲକୁ ନିଜ ଅଧିକାରକୁ ନେଇଥିଲା ଆତଙ୍କବାଦୀ ସଂଗଠନ ତାଲିବାନ। କାବୁଲ ତାଲିବାନ ଅଧିନକୁ ଯିବା ପରେ ସେଠାରେ ଭୟର ବାତାବରଣ। ତାଲିବାନର…